Sunday, 19 August 2018

The first line of life saving mechanism during disaster ; ODRAF [OP Exclusive]



ଆତଙ୍କବାଦ ଆତଙ୍କବାଦୀ ଙ୍କ ବିରୁଦ୍ଧରେ ଲଢିବା ଅବା ମୁକାବିଲା କରିବା ପାଇଁ ଭାରତ ସରକାର ଗଠନ କରିଥିଲେ NSG କମାଣ୍ଡୋ ବଳ କିନ୍ତୁ ବରବର୍ତୀ ସମୟରେ ଦେଖାଗଲା ଯେ ଏହି କମାଣ୍ଡୋ ଫୋର୍ସ କେନ୍ଦ୍ର ସରକାର୍ ଙ୍କ ଦ୍ବାରା ନିୟନ୍ତ୍ରଣ ହେଉଥିବା ହେତୁ ଏହାର ବଟାଲିଅନ୍ ଗୁଡିକ ଏକ ନିର୍ଧିଷ୍ଟ ସ୍ଥାନରେ ହିଁ ଅବସ୍ତାପିତ ହୋଇଅଛି ଯାହାଫଳରେ ଆତଙ୍କବାଦ ବିରୋଧୀ ଅପରେସନକୁ ତ୍ବରିତ କରିବା ଏକ ପ୍ରକାର ଅସମ୍ଭବ ହେଇଯାଉଛି କାରଣ ଧରିନିଅନ୍ତୁ ଯଦି ଚେନ୍ନାଇରେ ଆତଙ୍କବାଦୀ ଆକ୍ରମଣ ହୁଏ ତେବେ ଦିଲ୍ଲୀ ରୁ NSG କମାଣ୍ଡୋ ଆସି ଚେନ୍ନାଇରେ ପହଂଚିବାକୁ ହୁଏତ ବହୁତ ସମୟ ଲାଗି ଯାଇପାରେ ଯାହାଫଳରେ ବହୁତ casualties ହେବାର ସମ୍ଭାବନା ଅଛି I




ଏହି ଅସୁବିଧାକୁ ସମଧାନ କରିବା ପାଇଁ ଆମ ଦେଶର ଅନେକ ରାଜ୍ୟ ATS ଗ୍ରୁପ୍ ମାନ ଗଠନ କରିଅଛନ୍ତି I ATS ଅର୍ଥ ହେଲା Anti-Terrorism Squad I ଏହା ବର୍ତମାନ ସମୟ ରେ Maharashtra, Gujarat, Uttar Pradesh, Kerala, Rajasthan, Bihar, Madhya Pradesh West Bengal ଭଳି ରାଜ୍ୟ ରେ  ଆତଙ୍କବାଦ ବିରୋଧ ରେ ଲଢିବା ପାଇଁ ପ୍ରସ୍ତୁତ ଅଛନ୍ତି I ଏହି ATS group ପ୍ରଥମେ ୧୯୯୦ ରେ Maharashtra ସରକାର ଗଠନ କରିଥିଲେ ପରବର୍ତୀ ସମୟରେ ଏହା ଅନ୍ୟ ରାଜ୍ୟ ଗୁଡିକରେ ଗଠନ କରାଯାଇଥିଲା Iଯେତବେଳେ West Bengal ରେ ଏହାର ଗଠନ କରାଗଲା ସେବେ ଓଡ଼ିଶା ସରକାରଙ୍କ ଉପରେ ମଧ୍ୟ ଚାପ ଥିଲା ଏପରି ଏକ ATS ଗ୍ରୁପ୍ ଗଠନ କରିବା ପାଇଁ କିନ୍ତୁ ସେସମୟରେ ସରକାର ଏହାକୁ ମଂଜୁରୀ ଦେଇନଥିଲେ କାରଣ ଓଡ଼ିଶା ସରକାର ଯୋଜନା ଥିଲା କିଛି ଅଲଗା I୧୯୯୯ ଭୟଙ୍କର ମହାବାତ୍ୟା ପରେ ଓଡ଼ିଶା ସରକାର ଚିନ୍ତା କଲେ ଏକ disaster rapid action force ଗଠନ କରିବାକୁ ବାସ୍ ସେଇଠୁହିଁ ଏହି ଯୁଗାନ୍ତକାରି ପଦକ୍ଷେପର ମୁଲଦୁଆ ପଡିଲା, ଯାହା ଆଜିର ଦିନରେ ଆମ ରାଜ୍ୟ ଓଡ଼ିଶାକୁ ଭାରତୀୟ ସ୍ତରରେ ଗୌରବାନ୍ବିତ  କରିପାରିଛି  I


ଏବେ ଆପଣ ଭାବୁଥିବେଯେ ଆମେ ଏଠାରେ  ATS କଥା କଣ ପାଇଁ ଉଲ୍ଲେଖ କଲୁ ; ହଁ ଆଜ୍ଞା ଆଗକୁ ପଢନ୍ତୁ ଜାଣି ପାରିବେ ATS ହେଉଚି ଏମିତି ଏକ ଫୋର୍ସ୍ ଯାହା ସମ୍ପୃକ୍ତ ରାଜ୍ୟର ପୋଲିସ୍ ବିଭାଗ ଅଧିନରେ ରହି ଆତଙ୍କବାଦ ବିରୁଧରେ ଲଢେଇ କରେ କିନ୍ତୁ Disaster rapid action force ଏକ ସ୍ପେସିଆଲ ଫୋର୍ସ୍ ଯାହା ଦମକଳ ବିଭାଗ ଅଧିନରେ ରହି କାର୍ଯ୍ୟ କରିଥାଏ ATS କେବଳ counter terrorism and combat operation ରେ ହିଁ ଦକ୍ଷ ଏବଂ ଏହା ର training, controlling and maintenance ଖର୍ଚ୍ଚ ମଧ୍ୟ ବହୁତ ଅଧିକ, କେବଳ ଏହା ଆତଙ୍କବାଦୀଙ୍କ ବିରୁଧ ରେ ଲଢେଇ ଏବଂ ଗୁଇନ୍ଦା କାମ ରେ ଲାଗି ପାରିବ କିନ୍ତୁ  ଆମ ରାଜ୍ୟ ଓଡ଼ିଶା ପାଇଁ ବାତ୍ୟା ବନ୍ୟା ହେଉଛି ଆତଙ୍କବାଦୀ ଅର୍ଥାତ୍ ଓଡିଶା ହେଉଛି ଏକ ବାତ୍ୟା ବନ୍ୟା ପ୍ରବଣ ରାଜ୍ୟ, ପ୍ରତି ମୁହୂର୍ତ୍ତରେ ଆମକୁ  ସଜାଗ ରହିବାକୁ ପଡେ ବାତ୍ୟା ବନ୍ୟା ବିରୁଧରେ ସଂଗ୍ରାମ କରିବାକୁ ବାସ୍ ଏହି କାରଣ ପାଇଁ  Odisha Disaster Rapid Action Force (ODRAF) ଗଠନ ଭାରତରେ ପ୍ରତେକ ବର୍ଷ ଦୈବଦୁର୍ବିପାକ ରେ ମୃତ୍ୟୁ ବରଣ କରୁଥିବା ଲୋକଂକ ସଂଖ୍ୟା ହାରାହାରି ୨୨,୪୫୨ ଯାହାକି ଆତଙ୍କବାଦ ଦ୍ବାରା ମୃତ୍ୟୁବରଣ କରୁଥିବା ଲୋକଂକ ସଂଖ୍ୟା ଠାରୁ ପ୍ରାୟ ୫୦ ଗୁଣ ଅଧିକ I

ଏହି ପ୍ରକାରର ପ୍ରାକୃତିକ ଦୈବଦୁର୍ବିପାକ ବିରୁଧରେ ଲଢି ପାରୁଥିବା ଫୋର୍ସ୍  ଗଠନ ସର୍ବ-ଭାରତୀୟ ସ୍ତରରେ ପ୍ରଥମେ ଆମ ରାଜ୍ୟ ଓଡିଶାରେ ହିଁ ହୋଇଥିଲା ODRAF ସଫଲତା କୁ ଦେଖି ୨୦୦୬ ମସିହାରେ କେନ୍ଦ୍ର ସରକାର ଗଠନ କରିଥିଲେ NDRF (National Disaster Response Force), ମୋଟାମୋଟି ଉପରେ କହିବାକୁ ଗଲେ ଆମ ରାଜ୍ୟ ଏପରି ଏକ FORCE କୁ ଜନ୍ମ ଦେଇଚି ଯାହାକି ଅନନ୍ୟ ଅତୁଳନୀୟ I




୨୦୧୩ ମସିହାରେ ହୋଇଥିବା ଫାଇଲିନ ବାତ୍ୟାପାଇଁ ସାରା ଦେଶ ଆତଂକିତ ହୋଇଯାଇଥିଲା କିନ୍ତୁ ODRAF ଯବାନଙ୍କର ଅଦମ୍ୟ ସାହସ ବଳରେ ଆମ ରାଜ୍ୟ ଅନେକ ଜୀବନ ବଂଚିଯାଇଥିଲା ଏବଂ ଏହା ସହ ତ୍ବରିତ ବେଗରେ restoration କାମ ହୋଇପାରିଥିଲା I

ସେହିପରି ୨୦୧୪ ରେ ଆସିଥିଲା ବାତ୍ୟା ହୁଡ଼ହୁଡ଼ ଯାହା ଆମ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଅନେକ କ୍ଷତି ଘଟାଇଥିଲା I ସେହି ସମୟରେ ମଧ୍ୟ ODRAF ଟିମ୍ ସେଠାକୁ ଯାଇ rescue operation କୁ  ତ୍ବରାନିତ କରିଥିଲେ I

୨୦୧୫ ମସିହା ଚେନ୍ନାଇ ବନ୍ୟା ରେ ବି ଆମ ODRAF ଟିମ୍ ର ଓଡିଆ ପୁଅ ମାନେ ସାହସିକତା ର ନିଦର୍ଶନ ଦେଇଥିଲେ I



ଏବଂ ଗଲା କାଲି ୨୪୦ ଜଣିଆ ODRAF ଟିମ୍ କେରଳ ଅଭିମୁଖେ  ଯାଇଅଛିଆମର ଆଶା ସେଠାରେ ବନ୍ୟା ପ୍ଲାବିତ ଲୋକଂକୁ rescue ଏବଂ infrastructure restoration କାମରେ ସାହାଯ୍ୟ କରିବ ଏବଂ ଆମ ରାଜ୍ୟକୁ ଫୁଣି ଥରେ ଗୌରବାନ୍ବିତ କରିବ I

ବୋଧହୁଏ ଆମେ ଠିକ କରିଛେ ATS ପରିବର୍ତେ ODRAF ଗଠନ କରି !! ତେବେ ଆସନ୍ତୁ ଜାଣିବା ODRAF ବିଷୟରେ ଅଧିକ କିଛି I



ODISHA DISASTER RAPID ACTION FORCE
Tagline- The first line of life saving mechanism during disaster



CREATION:-
The “ODISHA DISASTER RAPID ACTION FORCE (ODRAF) ” was created vide Home Department Resolution no-939/CD dated 7th June 2001 in order to overcome the Natural Calamities.

OBJECTIVES:-
  1. Reducing Casuality during Disasters.
  2. Clearance of Channels of Communication.
  3. Quick deployment of Equipment and Personnel.
  4. Reduce dependence on Army/Paramilitary Forces.
  5. Minimize expenditure and time lag.
  6. Support institutional arrangement.
  7. Timely intervention.
  8. Instill faith in the people.



ROLE OF ODRAF IN CASE OF DISASTERS:-
  1. Trained in search and rescue techniques.
  2. Under water rescue techniques.
  3. Rescue from high rise buildings.
  4. Rushing to the disaster site immediately.
  5. Search and rescue.
  6. Relief line clearance.
  7. Removal of debris.
  8. Shifting injured people.
  9. Psychological first aid.
  10. Member of City preparedness committee Synergy of Community for earthquake preparedness.


ODRAF IS EQUIPED WITH:-
  1. Specialized search and rescue equipment.
  2. Disaster specific equipment.
  3. Communication equipment.
  4. Relief line clearance equipment.
  5. Trained Sniffer Dogs.
  6. Medical Aid equipment.
  7. Life Buoy .
  8. Life Jacket.
  9. Inflatable Rubber Boat.
  10. Aluminium Boat .
  11. Out Board Motor.
  12. Self contained Underwater Breathing apparatus.
  13. Under Water Helmet with accessories.
  14. Compressor for SCUBA & SCBA Cylinder.
  15. Collapsed structure search and rescue (CSSR).
  16. Mountaineering Equipment .
  17. Telescopic Aluminum Ladder .
  18. Concrete Cutters
  19. Reinforced Concrete Cutters (RCC)
  20. Power Shoring Unit
  21. Self Contained Breathing Apparatus (BA Set)
  22. Fire Extinguishers
  23. CSSR Kit as per MHA guidelines
  24. Gas mask with Chemical Cartridges
  25. Chain Saw.
  26. Hydraulic Combi Tool .
  27. Hydraulic Spreader
  28. Hydraulic Cutter.
  29. Hydraulic Ram Jack.
  30. Lifting and pulling Machines.
  31. Wire Rope and Slings.
  32. Hydraulic Cranes
  33. Pay Loader cum Excavator
  34. Recovery Van/Wreckage Crane
  35. Tractor
  36. Tipper
  37. Bullet Chain Saw



FOR TRANSPORATION PURPOSE:-
  1. TATA Truck.
  2. TATA Troop carrier .
  3. Ambulance
  4. Fork Lift.
  5. Tractor and trailer.
  6. Valid driving license.
  7. Wire Rope and Slings.
  8. Hydraulic Ram Jack
  9. VHF hand sets
  10. VHF base stations
  11. HAM Radio
  12. Mobile phones
  13. Command post


An Odia Point exclusive
DO SHARE !!!


2 comments:

ଆପଣଙ୍କର ବହୁମୁଲ୍ୟ ମତାମତ ଏଠାରେ ପ୍ରକାଶ କରନ୍ତୁ !!