Wednesday, 21 August 2019

Soft skill training in Odia


ସଫ୍ଟ ସ୍କିଲ୍ ମାନେ ସକ୍ସେସ୍ ସ୍କିଲ୍  
सॉफ्ट स्किल है सक्सेस स्किल
Soft skill means Success skill
ଆପଣଙ୍କ ପାଖେ ହୁଏତ ବିଭିନ୍ନ ଦକ୍ଷତା ବା ସ୍କିଲ୍ ଥାଇ ପାରେ କିନ୍ତୁ କ’ଣ ଆପଣ ସଫ୍ଟ ସ୍କିଲ୍ ଭଳି ଏକ ନିହାତି ଦରକାରି ସ୍କିଲ୍ ବିଷୟରେ ଜାଣନ୍ତି କି  ??

Success in school,college,work and life depends more on soft skills than domain knowledge.

ତେଣୁ ଓଡ଼ିଆ ପଏଣ୍ଟ୍ ର ଓପନ୍ ଅକାଡେମୀ ଦ୍ବାର ଆପଣଙ୍କୁ ମାଗଣା ରେ ସଫ୍ଟ ସ୍କିଲ୍ ଟ୍ରେନିଂ ଦିଆଯାଉଅଛି !!! ଏବେ ଘରେ ବସି ମାଗଣା ରେ ପାଆନ୍ତୁ ସଫ୍ଟ ସ୍କିଲ୍ ଟ୍ରେନିଂ !!

ଏହି ସଫ୍ଟ ସ୍କିଲ୍ ପ୍ରୋଗ୍ରାମ ରେ ଭାଗ ନେବା ପାଇଁ

https://www.odiapoint.in/ କୁ ଯାଇ ଆପଣଙ୍କ  ନାମ କୁ ପଂଜୀକୃତ କରାନ୍ତୁ କିମ୍ବା  ADD ME TO SSTP ଲେଖି  odiapoint@gmail.com କୁ ମେଲ୍ ଟିଏ କରି ଦିଅନ୍ତୁ !!

We are requesting you to register so that you can easily get notified when we upload a new lecture.
----------------------------------------------------------------------------------------

soft skill training in odia
----------------------------------------------------------------------------------------

ABOUT COURSE:-

Total study duration- 1 week only [Daily 30 min-1 hour]
Best explanation
PDF Study material both in Odia and English language
COURSE MODULE:-
Introduction to Soft Skill
Communication and Presentation Skill
Body Language and Etiquettes          
Group discussion and interview Skill
Preparation of C.V
Application of Soft skill
----------------------------------------------------------------------------------------

No comments:

Post a Comment

ଆପଣଙ୍କର ବହୁମୁଲ୍ୟ ମତାମତ ଏଠାରେ ପ୍ରକାଶ କରନ୍ତୁ !!