Wednesday, 11 April 2018

OPTSP-2|HOW TO TYPE IN ODIA | ଓଡ଼ିଆ ରେ କିପରି ଟାଇପ୍ କରିବା | EASY & BEST WAY


ଓଡ଼ିଆ ରେ କିପରି ଟାଇପ୍ କରିବେ

ଓଡ଼ିଆ ରେ ଟାଇପ୍ କରିବା ର ସବୁଠୁ ସରଳ ଉପାୟ ନିମ୍ନ ରେ ଉଲେଖିତ |


ସୋପାନ-୧ -->
ଗୁଗୁଲ୍ ରେ "GOOGLE INPUT ODIA" SEARCH କରନ୍ତୁ 
ପ୍ରଥମେ ଦେଖାଯାଉଥିବା ନିଳ ରଂଗ ର ଲେଖାକୁ କ୍ଲିକ୍ କରନ୍ତୁ 

ସୋପାନ-୨ -->
ଏହା ପରେ ନିମ୍ନ ରେ ଦିଆ ଯାଇଥିବା ପିକ୍ଚର୍ କୁ ଲକ୍ଷ ର ସହ ଦେଖାନ୍ତୁ 

ଲାଲ୍ ରଂଗ ଥିବା ଘର ଉପରେ ଆଗ କ୍ଲିକ୍ କରନ୍ତୁ ଓ ଏହା ପରେ କଳା ରଂଗ ଥିବା ଘରେ ଦେଖାନ୍ତୁ ଓଡ଼ିଆ ଲେଖା ଥିବା ଏକ ଅପସନ୍ ଆସିବ, ତାହା ଉପରେ ମଧ୍ୟ କ୍ଲିକ୍ କରିଦିଅନ୍ତୁ |

ସୋପାନ-୩ -->
ଏହା ପରେ ଆପଣ ଯେପରି ENGLISH ରେ ଓଡ଼ିଆ କୁ ଲେଖନ୍ତି ସେପରି ଲେଖନ୍ତୁ |
EX- AAPANA KANA KARUCHANTI | ଆପଣ କଣ କରୁଛନ୍ତି ?
ସୋପାନ-୪ -->
ଏବେ ଆପଣ ଲେଖିଥିବା ସବୁ ବାକ୍ୟ କୁ copy କରି ଆପନଂକ ms word file ରେ paste କରି ଦିଅନ୍ତୁ !!!!
ହେଇଗଲାନା ସବୁଠୁ easy way ରେ ଓଡ଼ିଆ ଟାଇପ୍ |
ଆପଣ ଚାହିଁଲେ  ଗୁଗୁଲ୍ ଟାଇପ୍ ଇନପୁଟ୍ କୁ ଡାଉନଲୋଡ୍ କରି  offline ମଧ୍ୟ use କରିପାରିବେ !!!
ଲାଲ୍ ଘରେ ମୋବାଇଲ୍ ପାଇଁ ଓ କଳା ଘରେ କମ୍ପୁଟର ପାଇଁ ଡାଉନଲୋଡ୍ କରିବାର ଅପସନ୍ ଅଛି | ଆଜିହିଁ ଡାଉନଲୋଡ୍ କରନ୍ତୁ ଏବଂ ଏନଜଯ କରନ୍ତୁ !!!
download here for PC- click here

download here for mobile-click here