Odia Rudhi/dhaga dhamali ra english meaning ethare upalabdha heuachhi !!
ENGLISH MEANING OF ODIA IDIOMS
ODIA IDIOMS ENGLISH TRANSLATION AVAILABLE HERE:-
- ଅକାଳ ଚଡକ-A bolt from the blue
- ଅତି ଗର୍ବେ ହାତ ଲଂକା-Pride goes before a fall
- ଅତି ପରିଚୟେ ଗୌରବ ନଷ୍ଟ-Familiarity breeds contempt
- ଅତି ଭକ୍ତି ଚୋର ର ଲକ୍ଷଣ-Too much courtesy too much craft
- ଅତି ରୁ ଇତି-Grasp all lose all
- ଅତି ଲେମ୍ବୁ ଚିପୁଡିଲେ ପିତା-Too much of anything is good for nothing/Too far east is west
- ଅଧର୍ମ ବିତେ ବଢେ ବହୁତ ଗଲା ବେଳେ ଯାଏ ମୁଳ ସହିତ-Ill got ill spent
- ଅଣ୍ଟି ଛୁରୀ ତଣ୍ଟି କଟେ-His dog is barking at him
- ଅନ୍ଧାର ରେ ବାଡି ବୁଲେଇବା-(To)Beat about the bush
- ଅଭାବେ ସ୍ବଭାବ ନଷ୍ଟ-Poverty is the mother of crime
- ଅରନ୍ୟା ରୋଦନ-Crying in the wilderness
- ଅରଖିତ କୁ ଦଇବ ସାହା-God tempers the wind to the shorn lamb
- ଅର୍ଥ ହିଁ ଅନର୍ଥ ର ମୁଳ-Money is the root of all evils
- ଅଳସୁଆ ର ବାରବାଟୀ ଚାଷ-Every day is a holyday for sluggards
- ଅଳ୍ପ ବିଦ୍ୟା ଭୟନକାରୀ-A little learning is a dangerous thing
- ଅହି-ନକୁଳ ସମ୍ପର୍କ-At Daggers end
- ଆକାଶ କଇଁଆ ଚିଲିକା ମାଛ-Don’t bargain for fish that are still in the water
- ଆକାଶ କୁଶୁମ-To build castles in the air
- ଆଖିରୁ ଅନ୍ତର ମନରୁ ଅନ୍ତର-Out of sight, out of mind
- ଆଗ ବଡ ବାଘ-The yearly bird catches the worm
- ଅକାଳେ ନିୟମ ନାସ୍ତି-Necessity knows no law
- ଆତ୍ମବତେ ମନ୍ୟତେ ଜଗତ-He that is worm thinks all are so
- ଆପନେ ଗଲି ମେ ଭି କୁତ୍ତା ଶେର୍ ହୋତା ହୈ-Every dog is a lion at home
- ଆପଣା ଦହୀ ମିଠା-Every potter praises his pot
- ଆପଣା ହସ୍ତେ ଜିଭା ଛେଦି କେ ଅଛି ତା ପ୍ରତିବାଦୀ-If you leap into a well providence is not bound to fetch you out
- ଆପେ ଭଲ ତ ଦୁନିଆ ଭଲ-To the pure all things come pure
- ଆ ବଳଦ ମୋତେ ବିନ୍ଧେ-(To)Trouble trouble before trouble
- ଆମ୍ବେଡା ଗଛରେ ଆମ୍ବ ଫଳେ ନାହିଁ-No good apple on a sour stock
- ଆରେ ଢମଣା ବୁଲି ବୁଲି ଫୁଣି ସେଇ ଅଗଣା-All roads lead to roam
- ଆଳୁ ଖୋଳୁ ଖୋଳୁ ମହାଦେବ-Tempest in a tea cup
- ଆଲୁଅ ରେ ଖା ନଲେ ଅନ୍ଧାରେ ଖା ଗୁଡ...ଗୁଡ--All cats are grey in the dark/A black plum is as sweet as a white
- ଆଲୋ ମୁତୁରି ଶୋଇବା ତୁ ତ ମୁତୁରି ମୁଁ ତ ମୁତୁରି ହେଂସ କାଇଁ ପାଇଁ ଧୋଇବା-Scratch my back, i will scratch yours
- ଆଲୋ ଶଖୀ ଆପଣା ମହତ ଆପେ ରଖି-Honour thy self, honour buy
- ଆୟ ଦେଖି ବେୟ କର-Cut your coat according to your cloth
- ଇଚ୍ଛା ଥିଲେ ଉପାୟ ଆପେ ଆସେ-Where there is a well there is a way
- ଉତ୍ତମ-ମଧ୍ୟମ ଦେବ-(To )Give one a good dressing
- ଉପଯୋଗୀ ବ୍ୟକ୍ତି କୁ ଲକ୍ଷ୍ମୀ ମିଳନ୍ତି-Fortune favours the brave
- ଏଇ କଥା କୁ ନାଆ ପେଲି ଦେଲି କଲିକତା କୁ-Tempest in a tea-pot
- ଏକତା ହିଁ ବଳ/ମେଣ୍ଟ ଥିଲେ ଆଣ୍ଟ ଥାଏ- Union is strength
- ଏ ଘର ମାଉସୀ ସେ ଘର ପିଉସୀ-(To)Hunt with the hound and fly with the hare
- ଏଣୁ ମାଇଲେ ଗୋ-ହତ୍ୟା ତେଣୁ ମାଇଲେ ବ୍ରହ୍ମହତ୍ୟା-(To be)Between horns of a dilemma
- କଟା ଘାରେ ଚୁନ ମାରିବା-To add insult to injury/To add fuel to fire
- କଣା ପୁଅର ନାମ ପଦ୍ମଲୋଚନ-Names and natures do not agree
- କଂକଡ଼ା କୁ ଗୋଲିଆ ପାଣି ସୁହାଏ-(To)Fish in troubled waters
- କପାଳ ଲିଖନ କେକରିବ ପାରେ ଆନ-What is lotted cannot be blotted
- କଳେ ବଳେ କୌଶଳେ-By hook or by crook
- କଷ୍ଟ କଲେ କୃଷ୍ଣ ମିଳେ-No pains no gains/No sweet without sweat
- କଂସାରୀ ଘର ର ପାରା କୁ କୁଲା ଢାଉଁ ଢାଉଁ ଡର- (To)teach one’s grandmother to grope her ducks
- କହିଦେଉ ଥାଏ ପର କୁ ବୁଧୀ ନ ଦିଶଇ ଘରକୁ-Bells call others, but themselves enter not the church
- କାଟି ନଜାଣି କଟୁରି ଦୋଷ/ଚାଲି ନଜାଣି ବାଟ ର ଦୋଷ-A bad workman quarrels with his tools
- କାହାର ପୁଷ ମାସ କାହାର ସର୍ବନାଶ-One man’s loss is another man’s gain
- କେରାଣ୍ଡି ଗୁନ୍ଥୀ ସେଉଳ/କଉ ଧରିବା-(To)venture a small fish to catch a big one
- କ୍ରୋଧ ଚଣ୍ଡାଳ- Anger has no eyes
- ଖାଇଲା ପଇଲା ଘରର ପିଲାଏ ରଂକ-Plenty is the father of hunt,/The more you get the more you want/The more you have the more you wish
- ଗତସ୍ୟା ସୁଚନା ନାସ୍ତି-Let by gones be by gones/ It’s no use crying over spilt milk
- ଗରଜିଲା ମେଘ ବରଷେ ନାହିଁ-A barking dog seldom bites
- ଗରିବ ମାଇପ ସବୁରି ଶାଳୀ-The poor suffer all the wrong
- ଗାଁ କନିଆ ସିଂଘାଣି ନାକି-A prophet is seldom honoured in his own country
- ଗାଇକୁ ମାଇଲେ ମଲି,ଗାଇ ମଇଲେ ମଲି-(Be)Between Scylla and charibdys
TO BE CONTD...........
ବହୁତ ଭଲ। ତେବେ ଅଧିକ ଓଡ଼ିଆ ଋଢି ଦେଲେ ଆହୁରି ଭଲ ହୁଅନ୍ତା।
ReplyDeleteVery well
ReplyDeleteThank u
ReplyDeleteଯଦ୍ୟପି ଶୁଦ୍ଧଂ ଲୋକ ବିରୁଦ୍ଧଂ ନ ଆଦରଣୀୟଂ ନ କରଣୀୟଂ meaning
ReplyDelete